Browsing Tag

student

ପିଲା ପଣକିଆ କହି ନପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ବାଲେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାଲେଶ୍ୱର ସହରର ୪ଟି ସ୍କୁଲ୍‌କୁ ଆଜି ସକାଳେ ଗଣଶିକ୍ଷା ମନ୍ତ୍ରୀ ଅଚାନକ ଗସ୍ତ କରିଥିବା ବେଳେ ଗୋଟିଏ ୟୁପି ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ। ତୃତୀୟ ଶ୍ରେଣୀ ପିଲା ତିନିକ ପଣକିଆ କହି ନ ପାରିବାକୁ କ୍ଷୁବ୍ଧ…

ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା

ଧର୍ମଗଡ଼(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଧର୍ମଗଡ ବ୍ଳକ ଅନ୍ତର୍ଗତ ବେହେରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ସ୍କୁଲରେ ମୋଟ ୪୧୧ ଛାତ୍ରଛାତ୍ରୀ ଥିବାବେଳେ ସ୍କୁଲରେ ମାତ୍ର…

ଖରା ଛୁଟି ଶେଷ, ଆଜି ଖୋଲୁଛି ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସରିଲା ୧୧ ଦିନର ଖରା ଛୁଟି । ଆଜି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲୁଛି। ଖରାଛୁଟି ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ, ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ବନ୍ଦ ଥିଲା। ଛୁଟି ଅବଧି ଜୁନ୍ ୧୬ ଯାଏଁ ଥିବାବେଳେ ଆଜିଠୁ ସମସ୍ତ ଶିକ୍ଷାନୁଷ୍ଠାନ…

୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି । ପିଲାଙ୍କ ଭିତରେ ସେ ଭବିଷ୍ୟତ ଓଡିଶାର ଝଲକ…

ଛାତ୍ରାବାସରେ ଚିହ୍ନଟ ହେଲେ ୧୩ ପଜିଟିଭ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦେଶରେ ସଂକ୍ରମଣର ଗ୍ରାଫ ପୁଣି ଥରେ ଉପର ମୁହାଁ ହୋଇଥିବା ବେଳେ ଆମ ରାଜ୍ୟରେ ବି ଦେଖାଦେଲାଣି କରୋନା ଭୟ। କଟକର ଏକ ଶିକ୍ଷାନୁଷ୍ଠାନରେ ଫୁଟିଛି କରୋନା ବୋମା। କଟକ ୫୯ ନଂ ୱାର୍ଡ ବମ୍ଫକୁଦଠାରେ ଥିବା ଏକ ଘରୋଇ କଲେଜ ଛାତ୍ରାବାସରେ ୧୩ ଛାତ୍ର କରୋନା ପଜିଟିଭ…

ୟୁଜି-ପିଜି ନାମଲେଖା ଫି’ ସାମ୍ସରେ ଦାଖଲ ହେବନି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଏଣିକି ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖାରେ ସାମ୍ସରେ ଆଉ ନାମଲେଖା ଫି ଦାଖଲ ହେବନି । ଯେଉଁ କଲେଜରେ ଛାତ୍ରଛାତ୍ରୀଙ୍କ ଚୟନ ହେବ ସେଠାରେ ନାମଲେଖା ସରିବ ପରେ ହିଁ ନାମଲେଖା ଫି’ ଦାଖଲ କରିବେ । ପୂର୍ବବର୍ଷ ଭଳି ଇ-ଆଡମିଶନରେ ଫି…

ଜୁନ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ବା ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି । ୧୮ ହଜାରରୁ ଅଧିକ ମୂଲ୍ୟାୟନକାରୀ ମୂଲ୍ୟାୟନ କରିଥିବା ସୂଚନା । ଏ ବର୍ଷ ୫ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।…

ବଜ୍ରାଘାତରେ ଛାତ୍ର ମୃତ

ଦେବଗଡ଼(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦେବଗଡ଼ ଥାନା ବିଛଣାପୁର ଗ୍ରାମରେ ବଜ୍ରାଘାତରେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ହଠାତ ଝଡ ପବନ ସହ ବର୍ଷା ଓ ଘଡଘଡି ଆରମ୍ଭ ହେବା ସମୟରେ ବିଛଣାପୁର ଗ୍ରାମରେ ମାମୁଁ ଘରେ ରହି ପାଠପଢ଼ୁଥିବା ବାରକୋଟ…

ବଲାଙ୍ଗିର : ଝିଟିପିଟି ପଡିଥିବା ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ

ବଲାଙ୍ଗିର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଖାଇବାରେ ଝିଟିପିଟି । ଝିଟିପିଟି ପଡିଥିବା ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ । ବଲାଙ୍ଗୀର ସରକାରୀ ITI ହଷ୍ଟେଲରେ ଛାତ୍ର ଖାଉଥିବା ରାତ୍ରି ଭୋଜନରେ ଝିଟିପିଟି ବାହାରିଥିଲା । ଖାଦ୍ୟ ଖାଇବା ପରେ କିଛି ଛାତ୍ର ଅସୁସ୍ଥ ଅନୁଭବ କରିଥିଲେ । ପରେ ସେମାନଙ୍କୁ…

ସ୍କୁଲ୍ ନ ଆସିଲେ ସାଇକେଲ୍ ପାଇଁ ଟଙ୍କା ମିଳିବନି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅଷ୍ଟମରୁ ନବମ କ୍ଲାସରୁ ଉତ୍ତୀର୍ଣ୍ଣ ହେବା କ୍ଷଣି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସାଇକେଲ ବାବଦ ଅର୍ଥ ଯାଇଛି । ସାଇକେଲ କିଣିଛନ୍ତି କି ନାହିଁ ତାହାର ବି କିଛି ସଠିକ୍ ତଥ୍ୟ ନାହିଁ । ସାଇକେଲ୍ ବାବସରେ ୨୬୦୦ ଟଙ୍କା ପାଇବା ପରେ ପିଲା ସ୍କୁଲ ଆସି…