ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି, ପଶ୍ଚିମ ଓଡିଶା ଠପ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଦିଆଯାଇଥିବା ମହାବନ୍ଦ ଡାକରାର ଆଜି ହେଉଛି ଦ୍ୱିତୀୟ ଦିନ । ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି । ବନ୍ଦ ପାଳନ ଯୋଗୁଁ…