ସ୍ବତନ୍ତ୍ର ପ୍ରଦେଶ ଦାବିରେ କୋଶଳ ମହାବନ୍ଦ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସ୍ବତନ୍ତ୍ର କୋସଲ ପ୍ରଦେଶ ଦାବିରେ ସୋମବାର କୋଶଳ ମହାବନ୍ଦ ଆନ୍ଦୋଳନ ହୋଇଛି । କୋଶଳ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଦିଆଯାଇଥିବା ଏହି ଡାକରାକୁ ବରଗଡ଼ ଜିଲ୍ଲାରେ ପୂର୍ଣ୍ଣ ସମର୍ଥନ ମିଳିଛି । ଜିଲ୍ଲାର ଗାଁଠୁ ସହର ପର୍ଯ୍ୟନ୍ତ ସବୁଆଡ଼େ ବନ୍ଦର ପ୍ରଭାବ ଅନୂଭୁତ…