ଓଡ଼ିଶାରେ ବର୍ଷା କଲା ଧର୍ମଘଟ ଫିକା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ୍ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା । ଏହାର ମୁଖ୍ୟ ଉଦେଶ୍ୟ ଥିଲା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନ କୁ ପ୍ରତ୍ୟାହାର କରିବା । ଏହି ଧର୍ମଘଟ କୁ ଅଲ୍ ଓଡ଼ିଶା…