ଜେଟ୍ ଏୟାରୱେଜ୍ରେ ସାଲାରି ବିବାଦ, ଛୁଟିରେ ଏକାଧିକ ପାଇଲଟ୍, ୧୪ ବିମାନର ଉଡ଼ାଣ ବାତିଲ
ଓଡିଶା ଫାଷ୍ଟ (ବ୍ୟୁରୋ): ଜେଟ୍ ଏୟାରୱେଜ୍ରେ ସାଲାରିକୁ ନେଇ ଚାଲିଥିବା ବିବାଦର ପ୍ରଭାବ ଏବେ ବିମାନ ଉଡାଣ ଉପରେ ପଡ଼ିଛି । ଦୀର୍ଘ ଦିନ ହେଲା ଜେଟ୍ ଏୟାରୱେଜ୍ କର୍ମଚାରୀମାନଙ୍କୁ ଦରମା ଦେଇ ନଥିବା ଅଭିଯୋଗ ହୋଇଥିଲା । ଏଥିଯୋଗୁଁ ଏୟାର୍ୱେଜ୍ର କେତେ ଜଣ ପାଇଲଟ୍ ଅଚାନକ ଅସୁସ୍ଥ…