ଦୁର୍ବଳ ହେଲା ବାତ୍ୟା ଅସାନି: ଓଡ଼ିଶାରେ ପଡିନି ବିଶେଷ ପ୍ରଭାବ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦୁର୍ବଳ ହେଲା ବାତ୍ୟା ଅସାନି । ଆନ୍ଧ୍ର ଉପକୂଳରେ ବାତ୍ୟା ପହଞ୍ଚିବା ସହ ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହୋଇଛି । ଏବେ ଗଭୀତ ଅବପାତ ମଛଲିପାଟ୍ଟନମରୁ ୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ଆନ୍ଧ୍ର ଉପକୂଳର ମଛଲିପାଟନମ୍ ଓ ନରସପୁର…