Browsing Tag

STF

ବଜ୍ରକାପ୍ତା ଉଦ୍ଧାର; ଏସଟିଏଫ୍ କବଜାରେ ୨ ବେପାରୀ

ସୋନପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସୋନପୁର ଜିଲ୍ଲା ଜୁଙ୍ଗୁରୀପାଲି ଥାନା ଆଗରେ ଶନିବାର ବିଳମ୍ବିତ ରାତିରେ ବଜ୍ରକାପ୍ତା ଡିଲ ଚାଲିଥିଲା । ଏହି ସମୟରେ ଏସଟିଏଫ୍ ଚଢାଉ କରିଥିଲା । ଚଢାଉରେ ୨ ଜଣଙ୍କୁ ଗିରଫ କରିଥିଲେ ଏସଟିଏଫ। ୫୦ ହଜାର ଟଙ୍କାର ଡିଲ୍ ବେଳେ ୯ କିଲୋର ଜୀବନ୍ତ ବଜ୍ରକାପ୍ତା…

ଦୁଇ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍ସୁାଗର ଜବତ, ୩ ଗିରଫ

ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଏମ୍‌ସ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ବ୍ରାଉନ୍‌ସୁାଗର ଜବତ ହୋଇଛି । ଏହାସହିତ ତିନିଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ଅଭିଯୁକ୍ତ ହେଲେ ତମାଣ୍ଡୋର ଭାଗିରଥୀ ଭଟ୍ଟ, ଖୋର୍ଦ୍ଧା ବାଲିପାଟଣାର ବିଶ୍ବଜିତ ନାୟକ, ଖଣ୍ଡଗିରି…

୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭୁବନେଶ୍ୱରରୁ ବିପୁଳ ପରିମାଣର ଜବତ ହେଲା ବ୍ରାଉନ ସୁଗାର । ୫ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ ଟିମ୍ । ଗିରଫ ତିନି ଜଣଙ୍କ ମଧ୍ୟରୁ ୨ ଜଣ ତମାଣ୍ଡୋ ଅଞ୍ଚଳର ହୋଇଥିବା ବେଳେ ଜଣେ…

ବ୍ରାଉନସୁଗର ଜବତ: ୨ ବେପାରୀ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୋଲିସ ଓ ଡାକ୍ତର ପରିଚୟ ଦେଇ ଚଳାଉଥିଲେ କାରବାର । ଦୁଇ ଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି । ୧୭ ହଜାର…

ଏସ୍‌ଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଏସ୍‌ଟିଏଫ୍ । ଏସ୍‌ଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରି । ରାୟଗଡା ଜିଲ୍ଲା ଗୁଣୁପୁର ରାମନଗୁଡା ନିକଟରୁ ଧରିଲା ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡି ବସିଲା ଏସ୍‌ଟିଏଫ୍ । ଖବର ଅନୁଯାୟୀ, ରାୟଗଡା ଜିଲ୍ଲାର ରାମନଗୁଡ଼ା ନିକଟରେ ବାଘ…

ଏସଟିଏଫ କବଜାରେ ଜିତେନ୍ଦ୍ର କୁମାର, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

କଳାହାଣ୍ଡି (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରବିବାର ଏସଟିଏଫ କବ୍‌ଜାରେ ଜିତେନ୍ଦ୍ର କୁମାର । ଜିତେନ୍ଦ୍ର ଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାସହିତ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଭବାନୀପାଟଣା-ମଦନପୁର ମଝି…

ବାଘ ଛାଲ ଡିଲ୍‌ ବେଳେ ମାଡିବସିଲା STF: ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଡିଲ୍ ବେଳେ ମାଡିବସିଲା STF। କବ୍ଜାରେ ବାଘ ଛାଲ ଚୋରା ଚାଲାଣକାରୀ। ବଲାଙ୍ଗିର ବନବିଭାଗ ସହାୟତାରେ ଟିକରପଡ଼ା ସଇନ୍ତଳା ଅ଼ଞ୍ଚଳରେ ବାଘ ଛାଲ ଡିଲ୍ ବେଳେ ମାଡିବସିଛି। ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ଗୋଟିଏ ବାଘ ଛାଲ ଜବତ କରାଯାଇଛି।…

୬କେଜି ୯୦୦ ଗ୍ରାମ୍‌ ବଜ୍ରକାପ୍ତା କାତି ଜବତ

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): STF କବ୍ଜାରେ ବଜ୍ରକାପ୍ତା କାତି ଚୋରା ଚାଲାଣକାରୀ। ୬କେଜି ୯୦୦ ଗ୍ରାମ୍ କାତି ଜବତ। ଚୋରାଚାଲାଣକାରୀ ପ୍ରଫୁଲ୍ଲ ମଲ୍ଲିକକୁ ବାନ୍ଧିଲା ଏସ୍ଟିଏଫ୍। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନ ବିଭାଗ ସହାୟତାରେ ବାନ୍ଧିଲା ଏସ୍ଟିଏଫ୍। ଗଞ୍ଜାମ ଜିଲ୍ଲା ରାମଗୁଡ଼ା…