ରକ୍ତ ଭଳି ମିଳିବ ହାଡ; କଟକ ଏସସିବିରେ ଖୋଲିବ ରାଜ୍ୟର ପ୍ରଥମ ବୋନ ବ୍ୟାଙ୍କ
ରକ୍ତ ଭଳି ମିଳିବ ହାଡ । କଟକ ଏସସିବିରେ ଖୋଲିବ ରାଜ୍ୟର ପ୍ରଥମ ବୋନ ବ୍ୟାଙ୍କ୍ । ଏଥିପାଇଁ ଅର୍ଥୋପେଡିକ୍ ତଥା ଅସ୍ଥିଶଲ୍ୟ ବିଭାଗରେ ସମସ୍ତ ପ୍ରସ୍ତୁତି ସରିଛି । ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବା ବେଳେ ମେସିନ୍ ପାଇଁ ଟେଣ୍ଡର ଡକାଯାଇଛି । ଏବେ ଦୁର୍ଘଟଣା ଅବା ଅନ୍ୟ କୌଣସି କାରଣ…