ସ୍ୱାସ୍ଥ୍ୟମନ୍ତ୍ରୀ ନବଙ୍କୁ ନେଇ ମାନସ ମନ୍ଥନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବଙ୍କୁ ନେଇ ଚାଲିଛି ମାନସ ମନ୍ଥନ । ‘କୋଭିଡ୍-୧୯’ ସାମଗ୍ରୀ କ୍ରୟ ଅନିୟମିତତା ରେ ବଳି ପଡିଯିବେକି ସ୍ୱାସ୍ଥ୍ୟମନ୍ତ୍ରୀ ବୋଲି ତୃତୀୟ ମହଲରେ ଟୁପୁର ଟାପୁର ହେଉଛନ୍ତି । ମାସ୍କ ଘୋଟାଲା ନେଇ ରାଜ୍ୟ ସରକାରଙ୍କ ଉପରୁ ଦୋଷ ଛଡ଼ାଇବାକୁ ଯାଇ ଅକଳରେ…