ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାଇକୋର୍ଟରେ ପୌର ନିର୍ବାଚନ ମାମଲା । ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୩ଟି ପୃଥକ ପୃଥକ ମାମଲା ଏକତ୍ର ଶୁଣାଣି କଲେ ହାଇକୋର୍ଟ । ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ…