ବିଧାୟକଙ୍କୁ ଖୁବଶୀଘ୍ର ଗିରଫ କର: ବିଜେପି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇଦିନ ତଳେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବିବାଦ ଘେରକୁ ଟାଣି ହୋଇଆସିଥିଲେ । ଏହାକୁ ନେଇ ଜିଲ୍ଲା ବିଜେପି ରାସ୍ତାକୁ ଓହ୍ଲାଇଛି । ସେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣଙ୍କ ଗିରଫଦାରୀ ଦାବୀ…