Browsing Tag

State. 23 Golds India Skills 2021 National Tally

ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ସ-୨୦୨୧ରେ ଶୀର୍ଷରେ ଓଡ଼ିଶା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଣ୍ଡିଆ ସ୍କିଲ୍ସ-୨୦୨୧ରେ ଓଡ଼ିଶାକୁ ସଫଳତା । ପାଟଣାରେ ଆୟୋଜିତ ପୂର୍ବାଞ୍ଚଳ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ଓଡ଼ିଶା ୨୩ଟି ସ୍ୱର୍ଣ୍ଣ ପଦକ ପାଇଛି । ୩୯ଟି କୌଶଳରେ ୮୫ ଜଣ ଓଡ଼ିଆ ଭାଗ ନେଇଥିଲେ । ସଫଳତାର ସହ ଜାତୀୟ ସ୍ତରରେ ସ୍ଥାନ ପାଇଛନ୍ତି । ପୂର୍ବାଞ୍ଚଳ…