Browsing Tag

State

୫ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁଣି ମାତିଲାଣି କରୋନା। ଦେଶର ୫ ରାଜ୍ୟରେ କରୋନା ଉପରମୁହାଁ ହେବାରେ ଲାଗିଛି। ସେହି ରାଜ୍ୟ ସରକାରମାନଙ୍କୁ ସତର୍କ ରହିବା ପାଇଁ କେନ୍ଦ୍ର ଚିଠି ଲେଖିଛି। ସେହି ରାଜ୍ୟଗୁଡିକ ହେଲେ କର୍ଣ୍ଣାଟକ, ତାମିଲନାଡୁ, କେରଳ, ତେଲେଙ୍ଗାନା ଓ ମହାରାଷ୍ଟ୍ର ।…

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ମାତୃବିୟୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କ ମାତା ଶ୍ରୀମତୀ ସତ୍ୟଭାମା ନାୟକଙ୍କ ଗୁରୁବାର ଅପରାହ୍ନରେ 12.10 ମିନିଟ ସମୟରେ ବିୟୋଗ ଘଟିଛି | ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ବାସଭବନରେ ହୃଦଘାତରେ ମୃତ୍ୟୁବରଣ…

ଏପ୍ରିଲ୍‌ ୨୮ରୁ + ୨ ପରୀକ୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ଵରୁ ମାଟ୍ରିକ୍‌ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା ଆଜି +୨ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । ଖରାକୁ ଦେଖି ଦୈନିକ ସକାଳ ୯ରୁ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ ବିବେଚନା କରାଯାଇଛି…

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସୋର ଆରଡବ୍ଲୁ ସରକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ସୂଚନା ଥାଉକି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋର ଆରଡବ୍ଲୁ ସରକାରୀ ଯନ୍ତ୍ରୀ…

ଗୋଆ କ୍ୟୁଏସ୍ କନ୍‌କ୍ଲେଭ୍‌ରେ ସୋଆର ଯୋଗଦାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତିସଂଘର ଉପଯୁକ୍ତ ବିକାଶ ଲକ୍ଷ୍ୟ (ସସ୍‌ଟେନେବଲ୍‌ ଡେଭେଲପ୍‌ମେଣ୍ଟ ଗୋଲ୍‌ସ) ହାସଲ କରିବା ଦିଗରେ ଉନ୍ନତ ଓ ଉତ୍ତମ କାର୍ଯ୍ୟଶୈଳୀ ନେଇ ଗୋଆଠାରେ ଏକ ୩ ଦିନିଆ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ ସହ ଦେଶର…

ଦ୍ବିପ୍ରହରେ ରାଜଧାନୀରୁ ବନ୍ଧୁକ ମୁନରେ ଲୁଟିଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନ୍ଦ୍ରୀପ୍ରହରେ ରାଜଧାନୀ ଉପକଣ୍ଠରେ ଲୁଟ । ବାଇକରେ ୨ଜଣ ଲୁଟେରା ଆସି ସାଗରିକା ସୁନା ଦୋକାନରୁ ଲୁଟିଲେ । ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୂଟ । ଘଟଣାର ସମସ୍ତ ଚିତ୍ର ସିସିଟିଭିରେ କଏଦ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ । ଘଟଣା…

ରସିକିଆ ଡାକ୍ତର ରମେଶଙ୍କ ଫରେନସିକ ଲାବୋରେଟୋରୀରେ ଚାଲିଛି ସତ ମିଛର ଟେଷ୍ଟ

ରସୁଲଗଡ଼ସ୍ଥିତ ଫରେନସିକ ଲାବୋରେଟୋରୀରେ ରସିକ ଡାକ୍ତର ରମେଶ ସ୍ବାଇଁଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି। ତଦନ୍ତ ବେଳେ ରମେଶ ପୋଲିସକୁ ଅନେକ ମିଛ କହୁଥିବାରୁ ତାଙ୍କର ପାଲିଗ୍ରାଫ ଟେଷ୍ଟ ହେଉଛି । ଏହାସହ ଆଜି ରମେଶଙ୍କ ପ୍ରଥମ ପତ୍ନୀ ଓ ପୁଅକୁ ପଚରାଉଚରା କରିବ ମହିଳା ଥାନା ପୋଲିସ ।…

ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସରଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାରଙ୍କ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏଥିରେ ୩ ଜଣ ଏକଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କ ସମେତ ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ରହିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ…

ଲଘୁଚାପ ୨୧ରେ ନେଇପାରେ ବାତ୍ୟା ରୂପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୯ ତାରିଖ ବେଳକୁ ଏକ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ପରେ ଏହା ଦିଗ ବଦଳାଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ୍ ସାଗରରେ ପହଞ୍ଚିବ । ଆଣ୍ଡାମାନ୍ ଓ ନିକୋବର ଦୀପପୁଞ୍ଜରୁ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ୨୦ ତାରିଖ ସକାଳ…

ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କୁ ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ସୁଆର ମହାସୁଆର ନିଯୋଗର ସମ୍ପାଦକଙ୍କୁ ଗୁଳି କରି ହତ୍ୟା କରାଯାଇଛି । । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ । ସୂଚନା ଥାଉକି , ଟାଉନ୍‌ ଥାନା ଅଞ୍ଚଳରେ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ…