Browsing Tag

star hotel

ଅଭିନେତ୍ରୀ ଙ୍କ ଘରୁ ଚୋରି କରିଥିବା ଅଭିଯୁକ୍ତ କୁ ତାରକା ହୋଟେଲରୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪ମାସ ତଳେ ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କ ଘରୁ କରିଥିଲେ ଚୋରି । ଗତକାଲି ଗିରଫ ହେଲେ ଭୁବନେଶ୍ୱର ର ଏକ ତାରକା ହୋଟେଲରୁ । ସୂଚନା ଅନୁଯାୟୀ, ୪ ମାସ ତଳେ କଲିକତାରୁ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କ ଘରୁ ଲାପଟପ ଓ ଗହଣା ଚୋରି ହୋଇଥିଲା…