ଷ୍ଟାର ଫିଲ୍ମ ଆୱାର୍ଡ-୨୦୨୨ :ଶ୍ୟାମଳେନ୍ଦ ଭଟ୍ଟାଚାର୍ଯ୍ୟଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ
ଭୁବନେଶ୍ୱର : ଷ୍ଟାର ପରିବାର ପକ୍ଷରୁ ଦ୍ୱିତୀୟ ଷ୍ଟାର ଫିଲ୍ମ ପୁରସ୍କାର-୨୦୨୨ ଉତ୍ସବ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପୁରସ୍କାର ଉତ୍ସବରେ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ କୁମାର ଦାସ, ନବନିର୍ବାଚିତ ମେୟର ସୁଲୋଚନା ଦାସ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି, ରମେଶ…