ଛିଡା ହୋଇ ଭୋଜନ କରିବା କ’ଣ ଠିକ, ଜାଣନ୍ତୁ ସତ୍ୟତା
ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତିମାନେ ବର୍ତ୍ତମାନ ଛିଡା ହୋଇ ଭୋଜନ କରୁଛନ୍ତି। ଏହାଦ୍ବାରା ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ। ସୁସ୍ଥ ରହିବା ପାଇଁ ସଠିକ ଖାଦ୍ୟପେୟ ଓ ଉଚିତ ଜୀବନଶୈଳୀ ଦରକାର। କିନ୍ତୁ ଅନେକ ବ୍ୟକ୍ତିଙ୍କର କିଛି ସାମାନ୍ୟ ଭୁଲ ଯୋଗୁଁ ସେମାନଙ୍କ ସ୍ବାସ୍ଥ୍ୟ ଉପରେ…