Browsing Tag

Srimandir darsan fake app

ଫେସବୁକରେ ଜଗନ୍ନାଥ ଦର୍ଶନର ଫେକ ଆପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭକ୍ତଙ୍କ ଭାବନା ସହିତ ଖେଳ । କିଛି ଅସାମାଜିକ ବ୍ୟକ୍ତି ଶ୍ରୀମନ୍ଦିର ଦର୍ଶନ ପାଇଁ ମିଛ ଆପ ତିଆରି କରି ଫେସବୁକରେ ଭାଇରଲ କରୁଥିବା ଚର୍ଚ୍ଚାର ବିଷୟ ହୋଇଛି । ଏହି ଆପରେ ରେଜିଷ୍ଟ୍ରେସନ କଲେ ଜଗନ୍ନାଥ ଦର୍ଶନ କରିବାକୁ ସୁଯୋଗ ମିଳିବା ଆଶାରେ ପ୍ରାୟ ଏକ ଲକ୍ଷ ଭକ୍ତ…