Browsing Tag

Srikanth and Sagaria suspended from congress party

କଂଗ୍ରେସରୁ ବହିଷ୍କୃତ ହେଲେ ଶ୍ରୀକାନ୍ତ ଓ ସଗରିଆ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦଳ ବିରୋଧୀ ମନ୍ତବ୍ୟ ଓ କାର୍ଯ୍ୟକଳାପ କୁ ଆଧାର କରି ଆଜି ଶ୍ରୀକାନ୍ତ ଓ ସଗରିଆଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି । ଆଉ ଏଥିରେ ମୁଖ୍ୟ ନାୟକ ସାଜିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପ୍ରାୟ ୫ ବର୍ଷତଳେ ଅକ୍ଟୋବର ମାସରେ ସୌମ୍ୟ ପଟ୍ଟନାୟକଙ୍କୁ…