Browsing Tag

Sri madhira

ଶ୍ରୀମନ୍ଦିର ହେରିଟେଜ୍‌ କରିଡର: ଅଧା ପ୍ରକଳ୍ପକୁ ମଞ୍ଜୁରି ମିଳିଲା

ପୁରୀ : ଶ୍ରୀମନ୍ଦିର ହେରିଟେଜ୍‌ କରିଡର ଯୋଜନାର ମାର୍ଗ ପ୍ରଶସ୍ତ ହୋଇଛି। ଏହି ପ୍ରକଳ୍ପ ରାଜ୍ୟ ସରକାରଙ୍କ ମାନସ ସନ୍ତାନ ହୋଇଥିବାବେଳେ ବହୁଦିନରୁ ନ୍ୟାସନାଲ୍‌ ମନୁ‌ମେଣ୍ଟ ଅଥରିଟି(ଏନ୍‌ଏମ୍‌ଏ)ର ଅନୁମୋଦନକୁ ଅପେକ୍ଷା କରିଥିଲେ ସରକାର। ତେବେ ଏ ଭିତରେ ହେରିଟେଜ୍‌ କରିଡର ଯୋଜନାର ଅଧା…

ଶ୍ରୀମନ୍ଦିରରେ କୃଷ୍ଣ ଲୀଳା: ଆଜି ଶ୍ରୀମନ୍ଦିରରେ ପହଞ୍ଚିବ ସାତପୁରୀ ତାଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା । ଏଣୁ ଆଜି ସାତପୁରୀ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିବ । ଅଲାମଚଣ୍ଡୀ ଠାକୁରାଣୀଙ୍କ ମନ୍ଦିର ନିକଟରୁ ସାତପୁରୀ ତାଡ଼ ଘଣ୍ଟ ଘଣ୍ଟା କାହାଳୀର ପଟୁଆରରେ ବଡ଼ଦାଣ୍ଡ ହୋଇ ଶ୍ରୀମନ୍ଦିରରେ ପହଞ୍ଚିବ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ…

ଶ୍ରୀମନ୍ଦିରରେ ମହାପ୍ରଭୁ ଆଜି କୃଷ୍ଣ ବଳରାମ ବେଶ ନୀତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁ ଆଜି କୃଷ୍ଣ ବଳରାମ ବେଶରେ ସୁସଜ୍ଜିତ ହେବେ। ଏହି ବେଶରେ ଉଭୟ କୃଷ୍ଣ ଅର୍ଥାତ୍ ପ୍ରଭୁ ଜଗନ୍ନାଥ ଏବଂ ବଳରାମ ଅର୍ଥାତ୍ ପ୍ରଭୁ ବଳଭଦ୍ର କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ…

ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର, ଗଣେଶ ପୂଜାରେ ମଧ୍ୟ ଜଗା ଦର୍ଶନରେ ଲାଗିଲା କଟକଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେପ୍ଟେମ୍ବର ମାସର ଗାଇଡଲାଇନ୍ ଜାରି କରାଯିବା ଅନେକ କଟକଣା କୋହଳ କରାଯାଇଛି । ଖସୁଥିବା କରୋନା ସଂକ୍ରମଣ ହାରକୁ ନଜରରେ ରଖି ରାଜ୍ୟ ସରକାର ସେପ୍ଟେମ୍ବର ମାସର କଟକଣାକୁ ଆହୁରି କୋହଳ କରିଛନ୍ତି । ଏହି ଗାଇଡଲାଇନ୍ ଅନୁଯାୟୀ ରାଜ୍ୟରେ ସପ୍ତାହନ୍ତ ସଟ୍ ଡାଉନ୍ ଉଠାଇ…

୪ରେ ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ଅଗଷ୍ଟ ମାସ କୋଭିଡ୍‌ ମାର୍ଗଦର୍ଶିକାରେ ଏଭଳି ସୂଚନା ଦେଇଛନ୍ତି । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ନଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ଛାଡ଼ି ଦେଇଛନ୍ତି ରାଜ୍ୟ ସରକାର । ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ,…