Browsing Tag

Sri Jagannath

ଶ୍ରୀଜୀଉଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି, ବୁଲିଦେଖିଲେ ହେରିଟେଜ କରିଡୋର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍.ଭି ରାମାନ୍ନା । ତାଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ, ଏସ୍‌ପି , ଛତିଶା ନିଯୋଗ ସେବାୟତ ପ୍ରତିନିଧି…

ଶ୍ରୀମନ୍ଦିରରେ ସବୁ ଦିନ ସର୍ବସାଧାରଣ ଦର୍ଶନ ନେଇ ଆଜି ନିଷ୍ପତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପାଇଁ କୋହଳ ହୋଇପାରେ ଏସଓପି । ଏ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ ଶନିବାର ଓ ରବିବାର ସଟଡାଉନ ହଟିଥିଲେ ମଧ୍ୟ ଶ୍ରୀମନ୍ଦିରରେ ଶନିବାର ଓ ରବିବାର…

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ପ୍ରସ୍ତୁତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ସୋମବାର ଜନ୍ମାଷ୍ଟମୀ । ପୁରୀ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରୁ ବଡ଼ଦେଉଳରେ ଆରମ୍ଭ ହେବ ମହାପ୍ରଭୁଙ୍କ କୃଷ୍ଣଲୀଳା । ଏଣୁ ଗୁରୁବାର ପହଞ୍ଚିଛି ଜନ୍ମ ବିଧିରେ ଆବଶ୍ୟକ ସାମଗ୍ରୀ । ବଡ଼ବାଡ଼ର ମୁଖ୍ୟ କମାର ସେବକ ବେଡ଼ି, ଶାମୁକା ଓ ଛୁରି ଶ୍ରୀମନ୍ଦିର…

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ନୂତନ ଭାବେ ଗଠିତ ହୋଇଥିବା ପରିଚାଳନା କମିଟିର ବୈଠକ ଦିନ ୧୧ଟାରେ ବୈଠକ ଅନୁଷ୍ଠିତ ହେବ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ, ଏସ୍‌ପି…

ଶ୍ରୀମନ୍ଦିର ଖୋଲିବା ନେଇ ଏସଓପି ଜାରି : ୧୬ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ମନ୍ଦିର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସଓପି । ଗୁରୁବାରଠୁ ୨ ଦିନ ସେବାୟତମାନଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ରହିଛି । ଆସନ୍ତା ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀବାସୀଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି । ଆସନ୍ତା ୨୩ ତାରିଖରୁ ସର୍ବସାଧାରଣଙ୍କୁ ଦର୍ଶନ…

ଜଗା ଦର୍ଶନ କରିବେ ପୁରୀବାସୀ : ୫ଦିନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଆଧାର କାର୍ଡ ବାଧ୍ୟତାମୂଳକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗନ୍ନାଥ ଦର୍ଶନ ନେଇ ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ପ୍ରଥମ ୫ଦିନ ପୁରୀବାସୀଙ୍କ ପାଇଁ ଜଗା ଦର୍ଶନ ସୁବିଧା ମିଳିବ । ଦର୍ଶନ ପାଇଁ ପୁରୀବାସୀଙ୍କ ପାଇଁ ଦରକାର ପଡିବନି ଡବଲ ଡୋଜ୍ ଟିକା ସାର୍ଟିଫିକେଟ୍ କିମ୍ବା ଆରଟିପିସିଆର ଟେଷ୍ଟ ରିପୋର୍ଟ । କେବଳ…

ଆଡ଼ପ ମଣ୍ଡପକୁ ବିଜେ କଲେ ମହାବହୁ

ଓଡ଼ିଶା ଫାଷ୍ଟ (ବ୍ୟୁରୋ, ପ୍ରଭୁ ଶ୍ରୀଜଗନ୍ନାଥ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି । ସାଥୀରେ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ମଧ୍ୟ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି । ଏଥି ପାଇଁ ପୂର୍ବରୁ ସମସ୍ତ ପ୍ରକାରର ନିକାନ୍ତି ଶେଷ ହୋଇଛି ।କାଳିଆ ସାଆନ୍ତ ରଥରୁ ଓହ୍ଲାଇ ଜନ୍ମବେଦୀକୁ ଯିବା ପୂର୍ବରୁ…