Browsing Tag

Sri Jagannath

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଏହି ନୀତି ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ଏକ ମାସ ବ୍ୟାପି ମାଆ ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି…

ବୁଧବାର ଅପରାହ୍ନ ୪ଟାରୁ କାଳିଆ ଦର୍ଶନ ବନ୍ଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁଧବାର ଅପରାହ୍ନ ୪ଟାରୁ କାଳିଆ ଦର୍ଶନ ବନ୍ଦ । ମାର୍ଗଶୀର ମାସ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଯାହା ଫଳରେ ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ…

ଗଜପତିଙ୍କ ଶ୍ରୀନହର ଗୁଆ ଟେକା ନୀତି, ସୋମବାରଠୁ ତିନିଦିନ ଚାଲିବ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ଆସନ୍ତା ୨୨ ତାରିଖରୁ ପୁରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତି ପ୍ରସ୍ଥର ସ୍ଥାପନ ନେଇ ସ୍ୱତନ୍ତ୍ର ପୂଜାର୍ଚନା । ଏନେଇ ଯଜ୍ଞ ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ୩ ଦିନ ଧରି ଯଜ୍ଞୋତ୍ସବ ଚାଲିବ । ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ…

ପୁରୀ ନାମ ସହ ଶ୍ରୀଜଗନ୍ନାଥ ନାମ ଯୋଡିବା କିଛି ଆବଶ୍ୟକତା ନାହିଁ

ପୁରୀ ନାମ ସହ ଶ୍ରୀଜଗନ୍ନାଥ ନାମ ଯୋଡିବା ପାଇଁ କିଛି ବ୍ୟକ୍ତି ଓ ଅନୁଷ୍ଠାନ ହୀନ ଉଦ୍ୟମ ଚଳାଇଥିବା ସୋସିଆଲ ମିଡିଆ ମାଧ୍ୟମରେ ଜାଣିବା ପରେ ଏହାର ତୀବ୍ର ପ୍ରତିବାଦ କରିଛନ୍ତି ପୁରୀ ନାମ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି। ସାଂପ୍ରତିକ ସମୟରେ ଏସବୁର ଆବଶ୍ୟକତା ନଥିବାବେଳେ ରାଜ୍ୟ ସରକାର ମଧ୍ୟ…

ଖୁବ୍ ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ କରିଡର ଓ ପରିକ୍ରମା ମାର୍ଗର କାର୍ଯ୍ୟ

ପୁରୀ ୧୬।୧୧: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର ଐତିହ କରିଡର ଓ ପରିକ୍ରମା ମାର୍ଗର କାର୍ଯ୍ୟ। ବହୁ ପ୍ରତୀକ୍ଷିତ ୩୩୦ କୋଟି ଟଙ୍କାର ଏହି ପ୍ରକଳ୍ପକୁ ଶିଳାନ୍ୟାସ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଆସନ୍ତା ୨୨ ତାରିଖରୁ ୩ ଦିନିଆ ଯଜ୍ଞର ଆୟୋଜନ…

ଆଜି ମିଳିବନି ଜଗା ଦର୍ଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଆଜି ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ। ଦୀପାବଳି ଅବସରରେ ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ଏହା ସହିତ ସିଂହଦ୍ୱାର ଓ ଚତୁଃପାର୍ଶ୍ୱରେ ୧୪୪ ଧାରା ଲାଗି ହୋଇଛି। ଆଜି ପ୍ରାତଃ ୪ ଘଟିକା ସମୟରୁ ମଧ୍ୟରାତ୍ର ପର୍ଯ୍ୟନ୍ତ…

ଶ୍ରୀମନ୍ଦିର ପାଇଁ ୧୯୦କୋଟି ଟଙ୍କାର ବଜେଟ୍ ଅନୁମୋଦିତ, ଖୁବ୍ ଶୀଘ୍ର ସେବାୟତ ଓ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଡ୍ରେସ୍…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦିତ ହୋଇଛି ୧୯୦ କୋଟି ଟଙ୍କାର ବଳକା ବଜେଟ୍ । ଏହାସହ ଚଳିତ ବର୍ଷ ମହାପ୍ରଭୁଙ୍କ ଖଣିରୁ ଅଧିକ ଆୟ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଖଣ୍ଡେଲାଇଟ ପଥର ଆମଦାନୀ ପାଇଁ ଓଏମସି ସହିତ ଚୁକ୍ତି କରାଯିବ । ସେହିପରି ସୂର୍ଯ୍ୟ ମନ୍ଦିରରେ…

ଶ୍ରୀମନ୍ଦିର ଓ ଅଠରନଳାର ୧୦୦ମିଟର ପରିଧିରୁ ହଟିବ ବେଆଇନ ନିର୍ମାଣ, ଆରମ୍ଭ ହେଲା ମାପଚୁପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ଚୌହଦୀ ଓ ଅଠରନଳା ପୋଲ ଚୌହଦୀର ୧୦୦ ମିଟର ଅଞ୍ଚଳ ଭିତରେ ବେଆଇନ କୋଠା ନିର୍ମାଣଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏନେଇ ଶୁକ୍ରବାର ପିକେଡିଏ ଓ ଏଏସଆଇ ଅଧିକାରୀଙ୍କୁ ନେଇ ଏକ କମିଟି ମାପଚୁପ କରିଛନ୍ତି । ବେଆଇନ ନିର୍ମାଣ କାମକୁ ସବୁ…

ଗର୍ଭଗୃହ ଭିତରକୁ ଯାଉଥିବା ସେବାୟତଙ୍କ ଲାଗି ଲାଗୁହେବ ସ୍ୱତନ୍ତ୍ର ଡ୍ରେସ କୋଡ୍

ଶ୍ରୀମନ୍ଦିରରେ ଲାଗୁହେବ ସ୍ୱତନ୍ତ୍ର ଡ୍ରେସ କୋଡ଼ । ଗର୍ଭଗୃହ ଭିତରକୁ ଯାଉଥିବା ସେବାୟତ ମାନଙ୍କ ପାଇଁ ଧୋତି ମକୁଟା କିମ୍ବା ଢିଲା ପାଇଜାମା ଡ୍ରେସ କୋଡ଼ ବାଧ୍ୟତାମୂଳକ । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୧୯୦ କୋଟି ଟଙ୍କାର ବଜେଟ…

ଶ୍ରୀମନ୍ଦିରରେ ନାବାଳିକାକୁ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ । ଶ୍ରୀମନ୍ଦିର ପରିସର ବାମନ ମନ୍ଦିରରେ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ଏ ନେଇ ସିଂହଦ୍ୱାର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି । ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ ପରେ…