Browsing Tag

src

‘ଅସାନି’ ପ୍ରଭାବରେ ମାଲକାନଗିରିରେ ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରିରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି ମାଲକାନଗିରିର ଜିଲ୍ଲାପାଳ। ବାତ୍ୟା "ଅସାନି" ଏବେ ଏହା ଆନ୍ଧ୍ର ଉପକୂଳ ମୁହାଁ ବର୍ତ୍ତମାନ ଏହା ଗୋପାଳପୁରଠୁ ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ…

କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ଅସାନି!

ଭୁବନେଶ୍ୱର : ସ୍ଥଳଭାଗ ମୁହାଁ ବାତ୍ୟା ଅସାନି। କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସ୍ଥଳଭାଗ ଛୁଇଁବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିପାରେ। ବାତ୍ୟା ଅସାନିକୁ ନେଇ ଏମିତି କିଛି ଆକଳନ କରିଛି ପାଣିପାଗ ବିଭାଗ। ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ 630 କିମି ଦୂରରେ…

ମୁତୟନ ହେବେ ଏନଡିଆରଏଫ ଏବଂ ଓଡ୍ରାଫ ଟିମ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ସମ୍ଭାବନା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବାତ୍ୟା ମେ’ ୧୦ରେ ଉପକୂଳ ଠାରୁ ୨୫୦ କିଲୋମିଟର ଦୂରରେ ଥିବ। ଭାରତୀୟ ପାଣିପାଗ ବିଭାଗର ଆକଳନ ଆସନ୍ତାକାଲି ଆଉ ଟିକେ ସ୍ପଷ୍ଟ…

ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ SRCଙ୍କ ଆଲୋଚନା

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ମିଳିନଥିଲେ ବି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆଲୋଚନା କରିଛନ୍ତି SRC । ଭିସିରେ ପ୍ରସ୍ତୁତ କରାଯାଉଛି ଆକ୍ସନ ପ୍ଲାନ । ସମ୍ଭାବ୍ୟ ବାତ୍ୟା ନେଇ…

ନିର୍ବାଚନ ପାଇଁ ଛୋଟ ଛୋଟ ସମାବେଶକୁ ଅନୁମତି, ପଢ଼ନ୍ତୁ ଏସଆରସି ଗାଇଡଲାଇନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଜାରିହେଲା ଗାଇଡଲାଇନ । ଗତକାଲି ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଆଜି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଖ୍ୟା…

ମହାନଦୀ ସମସ୍ୟା ସୃଷ୍ଟି କରିବ ନାହିଁ : ଏସଆରସି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାନଦୀ ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି SRC ପ୍ରଦୀପ ଜେନା । ମହାନଦୀ ଅବବାହିକାରେ ବିଶେଷ କିଛି ସମସ୍ୟା ହେବନାହିଁ । ହୀରାକୁଦ ଜଳଭଣ୍ଡାରକୁ ପାଣି ପ୍ରବେଶ କମିଛି । ୪ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଗତକାଲି ୫ ଲକ୍ଷ ୫୦ କ୍ୟୁସିକ ଜଳ…

ମହାନଦୀରେ ଆସିପାରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା : SRC

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମହାନଦୀରେ ଆସିପାରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା । ହୀରାକୁଦ ଉପର ମୁଣ୍ଡରେ ଲାଗି ରହିଛି ବର୍ଷା । ଗତକାଲି ଠାରୁ ଆଜି ଭିତରେ ହୀରାକୁଦର ୧୮ଟି ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ତେଣୁ ମହାନଦୀରେ ଏକ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆସିପାରେ ।…