ହିଜାବ ବିବାଦର ଶିକାର ହେଲେ ଏହି ପ୍ରସିଦ୍ଧ ଓସ୍କାର ଅଭିନେତ୍ରୀ
ଇରାନ୍ରେ ଜାରି ରହିଛି ହିଜାବ ବିରୋଧୀ ପ୍ରଦର୍ଶନ। ହଜାର ହଜାର ଲୋକେ ହିଜାବ ଓ ସରକାରଙ୍କ ଡ୍ରେସ୍ କୋଡ୍ ନୀତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ବହୁଦିନ ଧରି ଏହି ପ୍ରଦର୍ଶନ ଜାରି ରହିଛି। ତେବେ ଏହି ବିକ୍ଷୋଭ ପ୍ରଦର୍ଶନକୁ ଜଣେ ଓସ୍କାର ବିଜୟୀ ଅଭିନେତ୍ରୀ ସମର୍ଥନ କରିବା ତାଙ୍କୁ…