Browsing Tag

Sports

ଜୁନ୍‌ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା T20 : ଆସନ୍ତାକାଲିଠୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଟି ଟେ୍ଵଣ୍ଟି ମ୍ୟାଚ ପାଇଁ ଜୋର ସୋର ଚାଲିଛି ପ୍ରସ୍ତୁତି । ଜୁନ୍ ୧ ତାରିଖ ସକାଳ ୧୧ଟାରୁ ଅନ୍ଲାଇନ୍ ଟିକେଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ । ପେଟିଏମ୍ ଆପ୍ କିମ୍ବା WWW.INSIDER.INରେ ଲଗ୍ଇନ୍ କରି ଟିକେଟ୍…

ଆଇପିଏଲ୍ ୨୦୨୨: ଟାଇଟଲ ବାଜିମାରିନେଲା ଗୁଜରାଟ

ଅହମଦାବାଦ : ଶେଷ ହୋଇଛି ଆଇପିଏଲ୍ ମହାଲଢେଇ। ଆଜି ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ। ମ୍ୟାଚରେ ଟାଇଟଲ ବାଜି ମାରିନେଲା ଗୁଜରାଟ। ପ୍ରଥମ ଥର ପାଇଁ ଆଇପିଏଲରେ ସ୍ଥାନ ପାଇଁ ଗୁଜରାଟ ଟାଇଟନ୍ସ ଫାଇନାଲରେ ପ୍ରବେଶ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ଦୁବାଇ ପାରା ବ୍ୟାଡମିଣ୍ଟନ: ପ୍ରମୋଦଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପ୍ରମୋଦଙ୍କୁ ସଫଳତା ପରେ ସଫଳତା। ଦୁବାଇରେ ଚାଲିଥିବା ଚତୁର୍ଥ ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନରେ ଚମ୍ପିଆନ ହୋଇଛନ୍ତି ପ୍ରମୋଦ। ସ୍ବର୍ଣ୍ଣ ଜିତି ଗୌରବ ଆଣିଛନ୍ତି ଓଡିଶାର ଏହି ଷ୍ଟାର ଖେଳାଳି। ପୁରୁଷ ସିଙ୍ଗଲ୍ସ ଏସଏଲ-୩ ବର୍ଗରେ ସ୍ବର୍ଣ୍ଣ ପଦକ…

ଆଇପିଏଲ-୨୦୨୨: ଆଜି ଗୁଜରାଟ-ରାଜସ୍ଥାନ ମଧ୍ୟରେ ଫାଇନାଲ ଫାଇଟ

ଅହମ୍ମଦାବାଦ : ଆଜି ଆଇପିଏଲ୍ର ଫାଇନାଲ ଟକ୍କର। କିଏ ହେବ ଆଇପିଏଲ୍ ୨୦୨୨ର ଚାମ୍ପିଅନ୍। ଆଇପିଏଲ୍ରେ ପ୍ରଥମ ପ୍ରଦାର୍ପଣ କରିଥିବା ଗୁଜରାଟ ଟାଇଟନ୍ସ ନା ରାଜସ୍ଥାନ ରୟାଲ୍ସ । ଆଇପିଏଲ-୨୦୨୨ର ଫାଇନାଲ ଫାଇଟ । ରାତି ୮ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟ୍ରଫି ପାଇଁ ଗୁଜରାଟ…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ସିରିଜ ପାଇଁ ଘୋଷଣା ହେଲା ଦଳ। ବିସିସିଆଇ ପକ୍ଷରୁ ଟୁଇଟ କରି ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳର ଅଧିନାୟକ ଦାୟିତ୍ବ କେ.ଏଲ୍ ରାହୁଲଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ରିଷଭ ପନ୍ତଙ୍କୁ ଉପ-ଅଧିନାୟକ କରାଯାଇଛି। ଦୀନେଶ…

ପୂର୍ଣ୍ଣ ଦର୍ଶକରେ ହେବ ବାରବାଟୀ ମ୍ୟାଚ

କଟକ : ବାରବାଟୀରେ ପୂର୍ଣ୍ଣ ଦର୍ଶକରେ ଅନୁଷ୍ଠିତ ହେବ ଟି-୨୦ ମ୍ୟାଚ୍ । ବିସିସିଆଇ ପକ୍ଷରୁ ପୂର୍ଣ୍ଣ ଦର୍ଶକରେ ମ୍ୟାଚ୍ ଆୟୋଜନ ପାଇଁ ଅନୁମତି ଦିଆଯାଇଛି । ଜୁନ୍ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ । ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ…

ଦ୍ୱାଦଶତମ ଜାତୀୟ ମହିଳା ହକି: ଓଡିଶାକୁ ପ୍ରଥମ ଟ୍ରଫି

ଭୁବନେଶ୍ୱର : ଭୋପାଳରେ ଆୟୋଜିତ ଦ୍ୱାଦଶତମ ଜାତୀୟ ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶା ବିଜୟ ହାସଲ କରିଛି । ମଙ୍ଗଳବାର ଫାଇନାଲରେ ଓଡ଼ିଶା ୨-୦ ଗୋଲରେ କର୍ଣ୍ଣାଟକକୁ ପରାସ୍ତ କରିଥିଲା । ଫାଇନାଲର ପ୍ରଥମ ଦୁଇ କ୍ୱାର୍ଟର ଗୋଲ ଶୂନ୍ୟରେ ଶେଷ ହୋଇଥିଲା। ତୃତୀୟ କ୍ୱାର୍ଟରରେ ପୁନମ ବାର୍ଲାଙ୍କ…

ହକି : ବୀରେନ୍ଦ୍ର ଭାରତ ପୁରୁଷ ଟିମର ଅଧିନାୟକ

ଭୁବନେଶ୍ୱର : ବୀରେନ୍ଦ୍ର ଲାକ୍ରା ହେଲେ ଭାରତ ପୁରୁଷ ହକି ଟିମର ଅଧିନାୟକ । ଏସିଆ କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ନେତୃତ୍ୱ ନେବେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା । ଆସନ୍ତା ୨୩ରୁ ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌…

ଥୋମାସ୍ କପ୍ : ଇଣ୍ଡୋନେସିଆକୁ ହରାଇ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍। ପ୍ରଥମ ଥର ପାଇଁ ଥୋମାସ କପ୍ ଜିତିଲା ଭାରତ। ୧୪ ଥରର ଚମ୍ପିଆନ୍ ଇଣ୍ଡୋନେସିଆକୁ ହରାଇ ଇତିହାସ ରଚିଛି ଭାରତ। ଇଣ୍ଡୋନେସିଆକୁ ୩-୦ରେ ହରାଇଲା ଭାରତ। ପ୍ରଥମେ ଲକ୍ଷ୍ୟ ସେନ୍ ପରେ ସତଭିକ୍ ଓ ଚିରାଗଙ୍କ ଯୋଡି ଭାରତକୁ ବିଜୟ ପ୍ରଦାନ…

୩ ଓଡ଼ିଆ ସାମିଲ୍, ବୀରେନ୍ଦ୍ର ଉପଅଧିନାୟକ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସନ୍ତା ୨୩ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ପୁରୁଷ ଏସିଆ କପ୍ ହକି ସକାଶେ ସୋମବାର ହକି ଇଣ୍ଡିଆ ପକ୍ଷରୁ ଏକ ୨୦ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ମୋଟ ୩ ଜଣ ଓଡ଼ିଆ ଖେଳାଳି ସାମିଲ୍…