Browsing Tag

Sports

ଆଜି ୨ୟ ଟି-୨୦; ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ

ଡବ୍ଲିନ୍ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମଙ୍ଗଳବାର ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଟ୍ବେଣ୍ଟି୨୦ ସିରିଜ୍ର ୨ୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ରବିବାର ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଭାରତ ୭ ୱିକେଟରେ ସହଜ ବିଜୟ ହାସଲ କରିଥିଲା। ୨ୟ ମ୍ୟାଚ୍ରେ ମଧ୍ୟ ଭାରତ ଅନୁରୂପ ପ୍ରଦର୍ଶନର ଆଶାରଖିଛି। ଏହାସହ…

ତୃତୀୟ ଟି-୨୦: ପ୍ଲେଇଙ୍ଗ୍ ୧୧ରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ତୃତୀୟ ଟି-୨୦ ମ୍ୟାଚ୍ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ଭାରତୀୟ ଦଳ ପାଇଁ ଆଜି କର ବା ମର ମ୍ୟାଚ୍ ପୂର୍ବ ଦୁଇ ମ୍ୟାଚ୍‌ରେ ଭାରତକୁ ହରାଇ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ହାତେଇ ନେଇଥିବା ବେଳେ ୦-୨ରେ ଆଗୁଆ ରହିଛି । ୫ ମ୍ୟାଚ୍‌…

ବାରବାଟୀ ଟ୍ବେଣ୍ଟି-୨୦: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଲଢ଼େଇ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅଢ଼େଇ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ହେଉଥିବା ବେଳେ ଏହାକୁ ଦେଖିବା ପାଇଁ ସାରା ରାଜ୍ୟର କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଥିଲା ପ୍ରବଳ ଆଗ୍ରହ। ଆଜି (ରବିବାର) ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମ୍ରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ…

ଟି-୨୦ ମ୍ୟାଚ: ମାସ୍କ ନ ପିନ୍ଧିଲେ ଷ୍ଟାଡିୟମ ଭିତରକୁ ପ୍ରବେଶ ମନା

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସନ୍ତାକାଲି ବାରବାଟୀରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ । ଏଥିପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହି ମ୍ୟାଚ ସମୟରେ ଯେପରି କୌଣସି ବ୍ୟତିକ୍ରମ ଦେଖାନଯାଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି…

ବାରବାଟୀରେ ଟି-୨୦: ଟିକେଟ କିଣିବାକୁ ନେଇ ମହାଯୁଦ୍ଧ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାରବାଟୀରେ ଟି-୨୦ ମ୍ୟାଚ ପାଇଁ ଚାଲିଛି ଟିକେଟ ବିକ୍ରି । କ୍ରିକେଟ ମ୍ୟାଚକୁ ନେଇ ଲୋକଙ୍କ ଗହଳି ଲାଗିରହିଛି । ଏହାରି ଭିତରେ ଟିକେଟ ନେବା ପାଇଁ ମହାଯୁଦ୍ଧ ଦେଖିବାକୁ ମିଳିଛି । ଟିକେଟ କାଉଣ୍ଟର ସାମ୍ନାରେ ମହିଳାଙ୍କ ଭିତରେ ମାରପିଟ ହେଉଥିବା ଦେଖିବାକୁ…

ଓଡ଼ିଶାରେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି । ବିମାନବନ୍ଦରଠାରୁ ହୋଟେଲ ଯାଏଁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କୁ ବିମାନ ବନ୍ଦରରୁ ଆଣିବା ପାଇଁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ସ୍ୱାଗତ ପାଇଁ ହୋଟେଲ…

କାଉଣ୍ଟରରୁ ଟିକେଟ ପାଇଁ ରାତିରୁ ଲମ୍ବା ଲାଇନ୍

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସନ୍ତା ୧୨ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ। ଆଜିଠୁ କାଉଣ୍ଟରରେ ଟିକେଟ ବିକ୍ରି ହେବ। କାଉଣ୍ଟର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଟିକେଟ ପାଇଁ ରାତିରୁ କାଉଣ୍ଟର ଆଗରେ ଲମ୍ବା ଧାଡିରେ…

ବାରବାଟୀ ମ୍ୟାଚ ବନ୍ଦ ହେବନି – ହାଇକୋର୍ଟ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ବାତିଲ ପାଇଁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଖାରଜ କଲେ ଓଡ଼ିଶା ହାଇକୋର୍ଟ । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ସଞ୍ଜୟ ନାୟକଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାକୁ କୋର୍ଟ ଖାରଜ…

ବାରବାଟୀ ଟି-20; ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜିଠୁ ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚପାଇଁ ଅଫ୍ଲାଇନ୍ରେ ଟିକେଟ ବିକ୍ରି ହେବ। ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ଆଜି ଟିକେଟ କିଣିପାରିବେ। ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି ହେବ। ଓସିଓ କନ୍ଫରେନ୍ସ ହଲରେ ସକାଳ ୧୦…

ଟ୍ବେଣ୍ଟି୨୦ ସିରିଜ୍: ଦକ୍ଷିଣ ଆଫ୍ରିକାର ଅଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଘରୋଇ ଭାରତୀୟ କ୍ରିକେଟ୍ ଦଳ ବିପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ୍ରମାନେ ଶୁକ୍ରବାର ଅଭ୍ୟାସ ଆରମ୍ଭ କରିଛନ୍ତି। ଭାରତରେ ପହଞ୍ଚିବା ପରେ ଦକ୍ଷିଣ ଆଫ୍ରିକା କ୍ରିକେଟର୍ଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା।…