ସାପକୁ ମାରି ଖାଉଛି ବୁଢିଆଣୀ,ଟାର୍ଗେଟରେ ଛୋଟ ପିଲା ଓ ବୟସ୍କ
ଗଢ଼ଣ ଅନୁଯାୟୀ ଜୀବଜନ୍ତୁଙ୍କ ଆଚରଣ ଏବଂ ପ୍ରକୃତି ମଧ୍ୟ ଭିନ୍ନ ହୋଇଥାଏ । କେଉଁଠି ହାତୀପରି ବିଶାଳ ଜୀବ ମଧ୍ୟ ଛୋଟ ପିମ୍ପୁଡ଼ିକୁ ଡରେ, ପୁଣି କେଉଁଠି ଶହ ଶହ କିଲୋ ଓଜନର ପ୍ରାଣିକୁ ଧରି ଆକାଶରେ ଉଡିବାର କ୍ଷମତା ପକ୍ଷୀ ପାଖରେ ରହିଥାଏ। ସେମିତି ଗୋଟିଏ ଆଶ୍ଚର୍ଯ୍ୟକର ଜୀବ ହେଉଛି ବଟନ୍…