Browsing Tag

Special report

ନବୀନ କାହିଁକି ବିଜୟଙ୍କୁ ଶିକ୍ଷା ଦେବାକୁ ଚାହାନ୍ତି ? ? ? ( ପାର୍ଟ ୱାନ )

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ଜୋର ଧରିଲାଣି । ପ୍ରଚାରରେ "ସ୍ୱାଭିମାନ" ଓ "ବେଇମାନ" ଶବ୍ଦ ଅଧିକ ବ୍ୟବହୃତ ହେଉଛି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ନିଜକୁ ସ୍ୱାଭିମାନର ପ୍ରତୀକ ବୋଲି ଅଭିହିତ କରୁଛନ୍ତି । ହେଲେ ଅପରପକ୍ଷରେ ବିଜେଡ଼ି ତାଙ୍କୁ…