Browsing Tag

southwest-monsoon-over-kerala-to-be-delayed-by-four-days

4 ଦିନ ବିଳମ୍ବରେ କେରଳରେ ପହଞ୍ଚିବ ଦକ୍ଷିଣପଶ୍ଚିମ ମୌସୁମୀ: ଭାରତୀୟ ପାଣିପାଗ ବିଭାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେରଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଚାରି ଦିନ ବିଳମ୍ବ ହେବାର ସମ୍ଭାବନା ଥିବା କଥା ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ କହିଛି। ଅର୍ଥାତ୍ ଜୁନ୍ ୫ ତାରିଖ ଦିନ ମୌସୁମୀ ବାୟୁ କେରଳରେ ପହଞ୍ଚିବ ବୋଲି ଏହି ଆଗୁଆ ପାଣିପାଗ ଟୁଇଟ୍ କରି ସୂଚନା…