Browsing Tag

South-west monsoon

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧୦ ସୁଦ୍ଧା ଓଡ଼ିଶା ଛୁଇଁବ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମନ୍ଥର ଗତିରେ ଅତିକ୍ରମ କରୁଛି । ମୌସୁମୀ ନିର୍ଦ୍ଧାରିତ ତାରିଖର ତିନିଦିନ ପୂର୍ବରୁ କେରଳରେ ପହଞ୍ଚିଥିଲା । ହେଲେ ଏବେ କେରଳରେ ମନ୍ଥର ଅଗ୍ରଗତି କରୁଛି । ଦକ୍ଷିଣ ରାଜ୍ୟରେ ହାରାହାରି ତୁଳନାରେ ୫୦ପ୍ରତିଶତରୁ ଅଧିକ ଅଭାବ…