ନୂଆ କରୋନା ଭୂତାଣୁ ଚିହ୍ନଟ, ୩ ରୋଗୀଙ୍କ ମଧ୍ଯରେ ଜଣଙ୍କର ଘଟିବ ମୃତ୍ଯୁ: ବୈଜ୍ଞାନିକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଛି ନୂଆ କରୋନା ଭୂତାଣୁ । ଏହି ଭାଇରସର ନାଁ ରହିଛି ‘ନିଓକୋଭ୍’ । ଏହି ଭୂତାଣୁ ପ୍ରଭାବରେ ୩ ଜଣ ଆକ୍ରାନ୍ତରେ ଜଣଙ୍କର ମୃତ୍ଯୁ ଘଟିବା ଆଶଙ୍କା ରହିଛି । ବର୍ତ୍ତମାନ ପର୍ଯ୍ଯନ୍ତ ଏହି ଭୂତାଣୁ ମଣିଷ ଶରୀରେ ପ୍ରବେଶ କରିନାହିଁ ।…