କୃଷି ସଚିବ ସୌରଭ ଗର୍ଗଙ୍କୁ କରୋନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଡା. ସୌରଭ ଗର୍ଗ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ବର୍ତ୍ତମାନ ହୋମ୍ ଆଇସୋଲୋସନରେ ଅଛନ୍ତି। ତାଙ୍କର କୋଭିଡ୍ ସଂକ୍ରମଣର କୌଣସି ଲକ୍ଷ୍ୟଣ ନଥିଲା। କୋଭିଡ୍ ପରୀକ୍ଷା ପରେ ପଜିଟିଭ୍ ଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ସୁସ୍ଥ…