Browsing Tag

Sonia Gandhi

ସୋନିଆଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନଙ୍କ ବିରୋଧରେ ଦିଲ୍ଲୀରେ ଏତଲା ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୀଡିତ ମହିଳାଙ୍କ ସ୍ୱାମୀଙ୍କ ୨୦୨୦ରୁ ମୃତ୍ୟୁ ହୋଇଥିଲା। ତାଙ୍କର ପରଲୋକ ପରେ ପୀଡିତା…

ସୋନିଆ ହସ୍ପିଟାଲରୁ ଫେରିଲେ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀ ହସ୍ପିଟାଲରୁ ଫେରିଲେ। ଏବେ ଘରେ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏନେଇ ଟ୍ୱିଟ୍ କରି କଂଗ୍ରେସ ସଚିବ ଜୟରାମ ରମେଶ ସୂଚନା ପ୍ରଦାନ କରିଛନ୍ତି । ସୋନିଆ ଗାନ୍ଧୀ ଜୁନ ୨ରେ କରୋନା…

ସୋନିଆ ରାହୁଲଙ୍କୁ ଇଡି ନୋଟିସ୍

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବୁଧବାର ନୋଟିସ୍‌ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଏଥିସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନୋଟିସ୍‌ କରିଛି ଇଡି। ନ୍ୟାସନାଲ ହେରାଲ୍ଡ ମାମଲା ଉଭୟଙ୍କୁ ଇଡି ନୋଟିସ୍‌ କରିଛି। କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି,…

ଖୁବ୍ ଶୀଘ୍ର ଓଡ଼ିଶା ଆସିବେ ପ୍ରିୟଙ୍କା!

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶାରେ କଂଗ୍ରେସ କିପରି ଶକ୍ତିଶାଳୀ ହୋଇ ପାରିବ ସେ ସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ର ଗାନ୍ଧୀ ଆଲୋଚନା କରିଛନ୍ତି। ଓଡ଼ିଶାରେ କଂଗ୍ରେସର ଦୟନୀୟ ସ୍ଥିତି ନେଇ ରାହୁଲ ଗାନ୍ଧୀ ଚିନ୍ତା…

ସୋନିଆ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆଜି ରାତି ୭ଟାରେ ଦିଲ୍ଲୀର ସାର ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ଡି.ଏସ୍. ରାଣା କହିଛନ୍ତି। ହସ୍ପିଟାଲର ଅଧିକାରୀ…

ପ୍ରବାସୀ ଶ୍ରମିକଙ୍କ ରେଳଯାତ୍ରା ଖର୍ଚ୍ଚ ବହନ କରିବ କଂଗ୍ରେସ : ସୋନିଆ ଗାନ୍ଧୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତ୍ୟେକ ଗରିବ ପ୍ରବାସୀ ଶ୍ରମିକଙ୍କ ରେଳ ଯାତ୍ରା ବାବଦ ଖର୍ଚ୍ଚ କଂଗ୍ରେସ ବହନ କରିବ। ସୋମବାର ସକାଳେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଲିଖିତ ବିବୃତିରେ ଏପରି କହିଛନ୍ତି। ସେଥିରେ ଉଲ୍ଲେଖ କରାଯାଇଛି ଯେ,ପ୍ରତ୍ୟେକ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା…

ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ପରେ ମହାମେଣ୍ଟ ବୈଠକ ବାତିଲ କଲେ ମାୟାବତୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରାଯାଇଥିବା ବୁଥ୍‌ ବାହୁଡା ମତରେ ସର୍ବଭାରତୀୟ ସ୍ତରରେ ବିଜେପିକୁ ବହୁମତ ମିଳିଛି । ଏହି ଫଳାଫଳ ବିରୋଧୀ ଦଳଗୁଡ଼ିକର ନିଦ ହଜାଇ ଦେଇଛି । ତେବେ ନିର୍ବାଚନ ରେଜଲ୍ଟ ଆସିବା ପୂର୍ବରୁ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ଏକ ବୈଠକ ପାଇଁ ନିଆଯାଇଥିବା ନିଷ୍ପତ୍ତି…

ଆମେଠିରୁ ନାମାଙ୍କନ ଭରିଲେ ରାହୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶର ଆମେଠି ଲୋକସଭା ଆସନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ରାହୁଲଙ୍କ ସହ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ…