Browsing Tag

son & daughter dead due to gas cylinder blast

ଗ୍ୟାସ୍ ସିଲିଣ୍ଡର ଫାଟି ମା, ପୁଅ ଓ ଝିଅ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଏକ ଗ୍ୟାସ୍ ସିଲିଣ୍ଡର ଫାଟିଯାଇଛି । ଏହି ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଚମ୍ପା ମେହେର (୪୦) ଏବଂ ତାଙ୍କ ଝିଅ ସୁନିତା (୮) ଓ ପୁଅ ଅମିତ(୫)। ସୂଚନା ଅନୁଯାୟୀ, …