Browsing Tag

Somya case

ଏସିଏଫ୍‌ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ହାତରେ ବିଦ୍ୟାଭାରତୀ ଓ ଡିଏଫ୍‌ଓଙ୍କ ଲାଏ ଡିଟେକ୍ସନ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକ୍ସନ୍‌ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖରେ ପହଞ୍ଚିଛି । ତଦନ୍ତକାରୀ ଟିମ୍‌ ରିପୋର୍ଟ ନେଇ ତର୍ଜମା କରୁଛନ୍ତି ।…

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା; ଡିଏଫ୍ଓଙ୍କ ହେଲା ପଲିଗ୍ରାଫ ଟେଷ୍ଟ

ପାରଳାଖେମୁମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା । ଆଜି ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି । ଭୁବନେଶ୍ବର ଫରେନସିକ୍ ଲ୍ୟାବରେ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ପ୍ରାୟ ୩ ଘଣ୍ଟା ଧରି ୫୦ରୁ ଅଧିକ ପ୍ରଶ୍ନର ସାମ୍ନା…

ACF ମୃତ୍ୟୁ ପ୍ରସଙ୍ଗରେ ଦୁଲୁକିଲା ବିଧାନସଭା ,ଥାନାକୁ ନ ଡାକି କାହିଁକି ଘରେ ଜେରା କରୁଛି ପୋଲିସ?

ବିଧାନସଭାରେ ଉଠିଲା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପ୍ରସଙ୍ଗ। ଏହି ପ୍ରସଙ୍ଗ ଉଠାଇଲେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ। ACFଙ୍କ ମୃତ୍ୟୁ ପରେ ୩ ଜଣଙ୍କ ନାଁରେ ଏତଲା ହୋଇଥିଲା। DFO , ଏସିଏଫ୍‌ଙ୍କ ପତ୍ନୀ ବିଦ୍ୟାଭାରତୀ ଓ ତାଙ୍କର ରୋଷେୟାଙ୍କ ନାଁରେ ଏତଲା ହୋଇଥିଲା। ହେଲେ…

ସିନ୍‌ କ୍ରିଏସନ୍‌ ପାଇଁ ପାରଳା ଆସିବେ ବିଦ୍ୟାଭାରତୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରଳା ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁକୁ ବିତିଲାଣି ୫୦ ଦିନ । କ୍ରାଇମବ୍ରାଞ୍ଚ ତଦନ୍ତକୁ ପାଖାପାଖି ମାସେ ହେଲାଣି । ତଥାପି ମୃତ୍ୟୁ ସସପେନ୍ସ ଉପରୁ ହଟିନି ପରଦା । କ୍ରାଇମବ୍ରାଞ୍ଚର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ପରେ ବି ଖୋଲିନି ଏସିଏଫ ସୌମ୍ୟଙ୍କ ଡେଥ ମିଷ୍ଟ୍ରି। ଆଗକୁ…

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଖୋଲିବେ କି ବିଦ୍ୟାଭାରତୀ ? ଗୌଡ ଗାଁରେ କ୍ରାଇମବ୍ରାଞ୍ଚ ଟିମ୍, ବିଦ୍ୟାଙ୍କୁ କରିବ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଏବେ ଅଡୁଆ ସୂତା । ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବା ପାଇଁ କପ୍ତିପଦାର ଗୌଡ଼ ଗାଁ ସ୍ଥିତ ବିଦ୍ୟାଭାରତୀଙ୍କ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ…

୭ ଦିନର ମହଲତ ଦେଲେ ସୌମ୍ୟଙ୍କ ମା’

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୭ ଦିନର ମହଲତ ଦେଲେ ମୃତ ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମା’ । ଯଦି ଏହି ୭ ଦିନ ଭିତରେ ତାଙ୍କ ପୁଅ ମୃତ୍ୟୁ ମାମଲାରେ କାହାରିକୁ ଗିରଫ କରାନଯାଏ ତେବେ ଉଭୟେ ବାପା-ମା ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ତଦନ୍ତ…

ହସ୍ପିଟାଲରେ ଭର୍ତ୍ତି ହେବାବେଳକୁ ମୋ ଭାଇ କଥା ହେଉଥିବା କଥା ମିଛ… ଏମିତି କହିଲେ ସୌମ୍ୟଙ୍କ ଭାଇ ରଞ୍ଜନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କୁ ଜେରା କରିଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ମୃତ ସୌମ୍ୟଙ୍କ ଭାଇ ରଞ୍ଜନ । ମୂଳରୁ ସୌମ୍ୟଙ୍କ ପରିବାର ଅଭିଯୋଗ…

ଘଟଣା ଦିନ DFOଙ୍କ ବାସଭବନରେ ଉପସ୍ଥିତି ଥିଲେ ଜିଲ୍ଲାପାଳ, କ୍ରାଇମବ୍ରାଞ୍ଚ ଜେରାରେ ହେଲା ଖୁଲାସା

ଓଡ଼ିଶା ଫାଷ୍ଟ(ବ୍ୟୁରୋ) :ଜଣଙ୍କ ପରେ ଜଣଙ୍କୁ ଘଣ୍ଟା ଘଣ୍ଟା ଧରି ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ୍ । ବୁଧବାର ୫ମ ଦିନରେ ମଧ୍ୟ ସୌମ୍ୟଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ କିଛି ସ୍ବାସ୍ଥ୍ୟକର୍ମୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଦୀର୍ଘ ଗୋଟିଏ ମାସ ଧରି ତଦନ୍ତ କରି ପୋଲିସ ବିଫଳ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର, ୩ ଜଣିଆ ଟିମ୍ କରିବ ତଦନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଏ ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ…

ସୌମ୍ୟରଞ୍ଜନ ମୃତ୍ୟୁର ତନାଘନା, ଖୋଲିବ ବ୍ୟାଚଲର ପାର୍ଟିର ସତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଚାଲିଛି ଜୋରଦାର ତନାଘନା। ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ ବଲାଙ୍ଗୀରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ବଲାଙ୍ଗୀରରେ ପହଞ୍ଚିଛି। ପ୍ରାଣୀଧନ…