ଦାମଙ୍କ ଶକ୍ତି ପଛରେ ଅସନ୍ତୁଷ୍ଟ ଆଇ.ଏ.ଏସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କିଛି ମାସ ହେଲା ଡ଼ଃ ଦାମୋଦର ରାଉତ ନିଜ ପୂର୍ବତନ ଦଳ ବିଜେଡି କୁ ଶାଣିତ ଆକ୍ରମଣ କରି କ୍ଷତାକ୍ତ କରି ଆସୁଛନ୍ତି । ଦାମ ବାବୁଙ୍କ ଏଭଳି ଆକ୍ରମଣ ପଛର ଶକ୍ତି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ହସ୍ତଗତ ହୋଇଛି ଯାହାକି ବିଜେଡି ର ମୁଣ୍ଡ ବିନ୍ଧାର କାରଣ ହୋଇଛି ।…