Browsing Tag

sohela

ବ୍ୟବସାୟୀଙ୍କୁ ଗୁଳି କଲେ ଦୁର୍ବୃତ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତି ରେ ବରଗଡ଼ ଜିଲ୍ଲା ସୋହେଲାରେ ଗୁଳିକାଣ୍ଡ ହୋଇଛି । ସୋହେଲା ଡେଲି ମାର୍କେଟରେ ସତ୍ୟନାରାୟଣ ଦାଶ ନାମକ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତି ୯ ଟା ବେଳେ ସୋହେଲା ଡେଲି ମାର୍କେଟ କୁ ୩ଜଣ ଦୁର୍ବୃତ୍ତ ଏକ ବାଇକରେ…