ଟାଇମ୍ସ ୱାର୍ଲ୍ଡ ର୍ୟାଙ୍କିଙ୍ଗରେ ସୋଆ କ୍ରମାଗତ ଉନ୍ନତି
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍ଇ) ୱାର୍ଲ୍ଡ ର୍ୟାଙ୍କିଙ୍ଗସ -୨୦୨୪ରେ ସଫଳତାର ଶିଢ଼ି ଚଢ଼ି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ୮୦୧-୧୦୦୦ ବ୍ରାକେଟରେ ସ୍ଥାନୀତ ହୋଇପାରିଛି । ଟିଏଚ୍ଇ ବିଶ୍ୱ ର୍ୟାଙ୍କିଙ୍ଗରେ ୨୦୨୩ରେ ସୋଆ…