ଭୁଲରେ ଓଲଟା ପୋଷାକ ପିନ୍ଧିବାର ରହିଛି ଏହି ଵିଶେଷ ରହସ୍ୟ, ତେବେ ଏହାର ସଂକେତ କ’ଣ କହେ ଆସନ୍ତୁ ଜାଣିବା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଓଲଟା ପୋଷାକ ପିନ୍ଧିବାର ଗଭୀର ରହସ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି। ପୌରାଣିକ କଥା ଅନୁସାରେ ଥରେ ଯଶୋଦା ମାଆ ଜଣେ ଋଷିଙ୍କୁ ପଚାରିଲେ ଯେ, ହେ ମହାତ୍ମା ମୋ ପୁତ୍ର କୃଷ୍ଣ ବହୁତ ଦୁଷ୍ଟ ଓ ସେ ଓଲଟା ପୋଷାକ ପିନ୍ଧି ପକେଇ ଥାଏ। ଏହା ପଛର କଣ କାରଣ ରହିଛି।…