କ୍ୟାବିନେଟ ନିଷ୍ପତ୍ତି: ସ୍ବୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ଋଣ, ସ୍ମାର୍ଟ ଫୋନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମିଶନ ଶକ୍ତି ସ୍କିମ୍ ଜରିଆରେ ରାଜ୍ୟରେ ଥିବା ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ(ଏସଏଚଜି) ଗୁଡ଼ିକୁ ରାଜ୍ୟ ସରକାର ୩ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ବିନା ସୁଧରେ ଯୋଗାଇ ଦିଆଯିବ । ଏଥିସହିତ ପ୍ରତ୍ୟେକ ଏସ.ଏଚ.ଜି.କୁ ସ୍ମାର୍ଟଫୋନ ପାଇଁ ୩ ହଜାର ଟଙ୍କା ଲେଖାଏଁ…