Browsing Tag

smart card

ମାଲକାନଗିରିରୁ ଆରମ୍ଭ ଯାଜପୁରରେ ଶେଷ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସ୍ବାସ୍ଥ୍ୟ ସେବାରେ ଓଡ଼ିଶାର ସ୍ବର୍ଣ୍ଣିମ ଅଧ୍ୟାୟ । ଆଜି ସବୁ ଜିଲ୍ଲାକୁ ଛୁଇଁବ ସ୍ବାସ୍ଥ୍ୟ ବିପ୍ଳବ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଛୁଇଁବ ମାଇଲଖୁଣ୍ଟ । ବିଏସକେଓ୍ବାଇ ଯୋଜନାରେ ମାଲକାନଗିରିରୁ ଆରମ୍ଭ ହୋଇଥିବା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ…

କୋରାପୁଟରେ ସ୍ମାର୍ଟ କାହାଣୀ: ପହଁଚିଲା BSKY, ମିଳିବ ଉନ୍ନତ ଚିକିତ୍ସା

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ଉପାନ୍ତରେ ସ୍ମାର୍ଟ କାହାଣୀ । କୋରାପୁଟ ପାଇଲା ସ୍ମାର୍ଟ ହେଲ୍‌ଥ କାର୍ଡ । ଜିଲ୍ଲା ସ୍ୱାସ୍ଥ୍ୟକ୍ଷେତ୍ରରେ ଆରମ୍ଭ ହେଲା ନୂଆ ଅଧ୍ୟାୟ । ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର 12 ଲକ୍ଷ ହିତାଧିକାରୀ…

ଭଦ୍ରକ ଜିଲ୍ଲାବାସୀ ପାଇବେ BSKY ସ୍ମାର୍ଟ କାର୍ଡ, ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭଦ୍ରକ ୨୬।୧୧: ଭଦ୍ରକ ଜିଲ୍ଲାରେ ବଣ୍ଟାଯିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ । ଶୁକ୍ରବାର ସନ୍ଧ୍ୟା ବେଳେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଭଦ୍ରକ ସହରର ନେହେରୁ…

ବାଲେଶ୍ୱର ପାଇଲା ବିଏସକେଓ୍ୱାଇ ସ୍ମାର୍ଟକାର୍ଡ, ଜିଲ୍ଲାର ୨୦ଲକ୍ଷ ହିତାଧିକାରୀ ହେବେ ଉପକୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ଲେଖୁଛି ସ୍ୱାସ୍ଥ୍ୟସେବାର ସ୍ୱର୍ଣ୍ଣିମ ଅଧ୍ୟାୟ। ସ୍ୱାସ୍ଥ୍ୟ ସେବାରେ ଆହୁରି ସୁଦୃଢ଼ ହେଉଛି ଓଡ଼ିଶା। ନୂଆ ରୂପ ନେଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ସ୍ମାର୍ଟ ହେଲ୍‌ଥ କାର୍ଡ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ିଛି ନୂଆ ଅଧ୍ୟାୟ। ଆଜି ବାଲେଶ୍ୱରରେ…

ବିଏସକେଓ୍ୱାଇ ସ୍ମାର୍ଟ କାର୍ଡରେ ଯୋଡିହେବ ରାୟଗଡା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାୟଗଡ଼ା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଡ଼ର ଶୁଭାରମ୍ଭ କରାଯିବ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ସ୍ଥାନୀୟ ଜିସିଡ଼ି ପଡ଼ିଆ ଠାରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବା ପରେ ଅନ୍ୟ ମନ୍ତ୍ରୀଗଣ…

ଢେଙ୍କାନାଳର ୧୦ ଲକ୍ଷ ଓ ଅନୁଗୁଳର ୧୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଉଭୟ ଜିଲ୍ଲାର ୧୦ ଲକ୍ଷ ଲେଖାଏ ଲୋକ ଏହି ସୁବିଧା ପାଇବେ । ଏହାସହିତ ରାଜ୍ୟର ୧୫ଟି ଜିଲ୍ଲାର ଜନସାଧାରଣ ଏହି…