ମାଟ୍ରିକ ପରୀକ୍ଷା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଟିପ୍ସ; ଦୈନିକ ୧୦ରୁ ୧୪ ଘଣ୍ଟା ପଢନ୍ତୁ, ୬ରୁ ୭ ଘଣ୍ଟା ଶୁଅନ୍ତୁ
ଆଗକୁ ମାଟ୍ରିକ ପରୀକ୍ଷା। ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଦୈନିକ କିପରି ପ୍ରସ୍ତୁତ ହେଲେ ପିଲାମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ପାରିବେ ସେଥିନିମନ୍ତେ ରୋଡମ୍ୟାପ ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏହି…