ସର୍ବଦଳୀୟ ବୈଠକକୁ ବୟକଟ୍ କଲା ବିଜେପି, ଅଧାରୁ ଉଠିଆସିଲେ ବିରୋଧୀ ଦଳ ଉପନେତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ଡିସେମ୍ବରରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । କିନ୍ତୁ ସର୍ବଦଳୀୟ ବୈଠକକୁ ବୟକଟ କରିଛି ବିଜେପି ।
ତେବେ ସୋମବାର ବସିଥିବା ସର୍ବଦଳୀୟ ବୈଠକ ଆରମ୍ଭରୁ ଉଠିଗଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।…