Browsing Tag

Sita

ଜାଡ଼ରୁ ମିଳିବ ସାମାନ୍ୟ ତ୍ରାହି

ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଆହୁରି ବଢ଼ିବ । ୨୯ ତାରିଖ ଯାଏ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା କ୍ରମଶଃ ବଢ଼ି ଚାଲିବ । ଯାହାଫଳରେ ଜାରି ରହିଥିବା ପ୍ରବଳ ଶୀତ ଲହରୀରୁ ମିଳିବ ସାମାନ୍ୟ ତ୍ରାହି। ୨୯ରେ ସୁନ୍ଦରଗଡ଼ ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି…

ଆଜି ରାତିରେ ବି ମଞ୍ଜ ଥରାଇବ ହାଡ଼ଭଙ୍ଗା ଜାଡ଼

ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ଓଡ଼ିଶା । ଖସୁଛି ପାରଦ, ବଢ଼ୁଛି ଶୀତ । ଆଜି ରାତିରେ ବି ମଞ୍ଜ ଥରାଇବ ହାଡ଼ଭଙ୍ଗା ଜାଡ଼ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୭ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ପ୍ରବଳ ଶୀତ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୋନପୁର ଓ…

୩ ଦିନ ଯାଏଁ ହାଡଥରା ଶୀତ, ଆହୁରି ଖସିବ ପାରଦ

ଭୁବନେଶ୍ୱର,୨୦/୧୨ ଆସନ୍ତା ତିନି ଦିନ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ କମିବ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ରାତି ତାପମାତ୍ରା ୩ ଡିଗ୍ରୀ ଯାଏ କମିଯିବ । ୨୧ ତାରିଖ ଯାଏ ଏହା ଜାରି ରହିବ । ରାଜ୍ୟର ବହୁ ସ୍ଥାନରେ ରାତିରୁ ତାପମାତ୍ରା ଖସିଯିବ । ବିଶିଷ୍ଟ ପାଣିପାଗ…

୧୨ ଡିଗ୍ରୀ ତଳେ ଓଡ଼ିଶାର ୯ ସହର

ଥରୁଛି ଓଡ଼ିଶା, ଖସୁଛି ପାରଦ । ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଜି ରାଜ୍ୟର ୯ ସହରରେ ପାରଦ ୧୨ ଡିଗ୍ରୀ ତଳେ ରହିଛି । ୮.୫ ଡିଗ୍ରୀ ସେଲସିୟସ୍ ସହ ଦାରଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ୧୦ ଡିଗ୍ରୀ ତଳେ ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟ, ଫୁଲବାଣୀର ତାପମାତ୍ରା…

୧୧ ଡିଗ୍ରୀ ତଳେ ୮ ସହର

ଜାଡର ମାଡ଼ରେ ଥରୁଛି ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି ଅସହ୍ୟ ଜାଡ଼। ୧୧ଡିଗ୍ରୀ ତଳକୁ ଖସିଛି ରାଜ୍ୟର ୮ଟି ସହରର ତାପମାତ୍ରା। ସେହିପରି ୨୩ସହରର ପାରା ୧୫ ଡିଗ୍ରୀ ତଳେ ରହିଛି। ୬.୫ଡିଗ୍ରୀ ସହିତ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ହୋଇଛି। ସେହିପରି ଫୁଲବାଣୀରେ ୭.୫ଡିଗ୍ରୀ ତାପମାତ୍ରା…

ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ

ସାରା ରାଜ୍ୟରେ ଶୀତର ଲହରୀ । ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ । କନ୍ଧମାଳ ଜିଲ୍ଲାରେ ପାରଦ ତଳମୁହାଁ ହେବାସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ । ଆଗକୁ ଆହୁରି ଥରିବ ଓଡ଼ିଶା । ରାଜ୍ୟରେ ତାପମାତ୍ରା କମିବା ଫଳରେ ଶୀତ ବଢିବାରେ ଲାଗିଛି । ଅନେକ ଅଞ୍ଚଳରେ ଭୋରରୁ ଘନ କୁହୁଡି ଦେଖିବାକୁ ମିଳୁଛି…

ରାଜ୍ୟରେ କମିଲା ତାପମାତ୍ରା ବଢ଼ିଲା ଶୀତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କମିଲା ତାପମାତ୍ରା ବଢ଼ିଲା ଶୀତ । ଘନ କୁହୁଡ଼ି ସାଙ୍ଗକୁ ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ଦରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବାବେଳେ ପ୍ରାୟ ସବୁ ଜିଲ୍ଲାରେ ତାପମାତ୍ରା କମିଛି । ସ୍ୱାଭାବିକ ତାପମାତ୍ରାଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ…

କନ୍ଧମାଳରେ ରାତିରେ ଶୀତ ୮ରୁ ୯ଡିଗ୍ରୀ ରହୁଛି ତାପମାତ୍ରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଶୀତ ପ୍ରକୋପ । ରାତି ୮ଟା ହେଲେ ବଜାର, ସାହି, ଗଳିକନ୍ଦି ସମ୍ପୂର୍ଣ୍ଣ ଖାଁ ଖାଁ ଲାଗୁଛି । କୁହୁଡି ସାଙ୍ଗକୁ ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଲୋକମାନେ ଶୀତର ମଜା ନେବାପାଇଁ ବ୍ୟାୟାମ କରୁଥିବା ବେଳେ କିଛି ସ୍ଥାନରେ…