କାହିଁକି ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ ଗଙ୍ଗା ଜଳ, କାର୍ତ୍ତିକ ମାସରେ ଗଙ୍ଗା ଜଳର ମହତ୍ୱ
କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ତେଣୁ ଏହି ମାସରେ ଭଗବାନ୍ ବିଷ୍ଣୁ ଙ୍କୁ ବିଧିବଦ୍ଧ ଭାବରେ ପୂଜା କରାଯାଇ ଥାଏ । ତେଣୁ ଏହି ପବିତ୍ର ମାସରେ ଗଙ୍ଗା ସ୍ନାନ ର ଖୁବ୍ ମହତ୍ତ୍ଵ ରହିଛି । କିନ୍ତୁ ଗଙ୍ଗା ସ୍ନାନ ତ ସମସ୍ତ ସଠାନରେ ମିଳିବା ସମ୍ଭବ ନୁହେଁ । ଏହାଛଡା ଆମ ହିନ୍ଦୁ ଧର୍ମରେ ଗଙ୍ଗା…