Browsing Tag

siba sahu culprit

ଆଜିଠୁ ଶିବକୁ ରିମାଣ୍ଡରେ ନେବ ପୁଲିସ୍

ସାଲେପୁର : କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁକୁ ଆଜିଠୁ ରିମାଣ୍ଡରେ ନେବ ପୁଲିସ୍‌ । ଆଜିଠୁ ୩ ଦିନିଆ ରିମାଣ୍ଡରେ ନେଇ ଶିବକୁ ଘାଣ୍ଟିବ ପୁଲିସ୍‌। ଶିବକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ପୁଲିସ୍‌ ଆବେଦନ କରିଥିଲା । ତେବେ ସାଲେପୁର JMFC…