Browsing Tag

shusant singh

ସୁଶାନ୍ତଙ୍କ ମୃତ୍ୟୁ ନେଇ ରିୟାଙ୍କୁ ଜେରା କରିବ ସିବିଆଇ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଆଜି ରିୟାଙ୍କୁ ପଚରାଉଚରା ପାଇଁ ଡାକିପାରେ । ଏହି ପରିପ୍ରେକ୍ଷୀରେ ରିୟାଙ୍କୁ ସିବିଆଇର ତୀକ୍ଷ୍ଣ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିବ । ଏହାପୂର୍ବରୁ ରିୟା ଦୁଇଥର ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ଯାଇଥିଲେ…