ଶ୍ରାବଣ ମାସରେ କରନ୍ତୁ ମଙ୍ଗଳା ଗୌରୀଙ୍କ ବ୍ରତ, ସବୁ ମନସ୍କାମନା ହେବ ପୂର୍ଣ୍ଣ
ଶ୍ରାବଣ ମାସକୁ ସର୍ବଶ୍ରେଷ୍ଠ ମାସ ରୂପେ ମନାଯାଏ। ଏହି ମାସରେ ଭଗବାନ ଶିବଙ୍କୁ ବିଧିବିଧାନ ପୂର୍ବକ ପୂଜା କରାଯାଏ। ଶ୍ରାବଣ ମାସର ସୋମବାରର ବିଶେଷ ମହତ୍ୱ ରହିଛି। ତେବେ ୨୬ ଜୁଲାଇ ଅର୍ଥାତ ଗତ କାଲି ଶ୍ରାବଣ ମାସର ପ୍ରଥମ ସୋମାବାର ପଡ଼ିଥିଲା। କିନ୍ତୁ କରୋନା ପାଇଁ ସବୁ ମନ୍ଦିର ପ୍ରାୟ ଖାଁ…