Browsing Tag

shool time

ମର୍ଣ୍ଣି ସ୍କୁଲ ଆରମ୍ଭ; ଦିନ ୧୧:୩୦ ସୁଦ୍ଧା ଛୁଟି

ଭୁବନେଶ୍ୱର : ଆଜିଠୁ ସକାଳୁଆ ସ୍କୁଲ। ସକାଳୁ ୬:୩୦ରୁ ୧୦:୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ହେବ। ସେହିପରି ନବମରୁ ଦ୍ଵାଦଶ ଶ୍ରେଣୀ କ୍ଲାସ ସକାଳ ୭ଟାରୁ ୧୧;୩୦ ପର୍ଯ୍ୟନ୍ତ ହେବ। ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଯିବାର ସମୟରେ…