ସକାଳୁ ଉଠି କୁହନ୍ତୁ ଏହି ଶବ୍ଦ, ଇଚ୍ଛାପୂର୍ତି ହେବ ବିନା ପୂଜା ଶିବଙ୍କୁ କରନ୍ତୁ ପ୍ରସନ୍ନ
ବିନା ପୂଜା ପାଠରେ ଆପଣଙ୍କୁ ଏତେ ଫଳ ପ୍ରାପ୍ତ ହେବ ଯାହା ଆପଣ କଳ୍ପନା କରିନଥିବେ । ଭୋଳାନାଥ ଓ ମହାଗୌରୀ ସଦେବ ନିଜ ଭକ୍ତ ଉପରେ କୃପା ବରସାଇ ଥାନ୍ତି । ଏହି ଦୁଇଜଣଙ୍କ ଭିତରୁ ଜଣଙ୍କୁ ଖୁସି କରୁଛ ତେବେ ଆପଣଙ୍କୁ ସେହି ଲାଭ ମିଳିବ ଯାହା ଆପଣ ଭାବୁଥିଲେ । ସକଳ ସମୟରେ ଏହି ଶବ୍ଦ ନିଶ୍ଚିତ…