ବାରିପଦା ରେ ମୋଦୀ ଙ୍କ ସମାବେଶକୁ ପାଣିଚିଆ କରିବ ପୁରୀ ର ନବୀନଙ୍କ ମହିଳା ସମାବେଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ କୁ ଆଉ ରହିଲା ୧୦୦ରୁ କମ ଦିନ । ତେଣୁ ପ୍ରତେକ ଟି ଦିନ ଶାସକ ଓ ବିରୋଧୀ ଦଳଙ୍କ ପାଇଁ ମୂଲ୍ୟବାନ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଲୋଭାଇବା ବା ନିଜ ଆଡକୁ ଆକର୍ଷିତ କରିବାର କୌଣସି ମଉକା ଛାଡିବାକୁ ପ୍ରସ୍ତୁତ ନାହାନ୍ତି ଏହି…